Libros bestsellers hasta 50% dcto  Ver más

menu

0
  • argentina
  • chile
  • colombia
  • españa
  • méxico
  • perú
  • estados unidos
  • internacional
portada Asami O Anyanya Nataka (ଆସାମୀ ଓ ଅନ୍ୟାନ୍ୟ ନାଟ&#28 (in Oriya)
Type
Physical Book
Language
Oriya
Pages
172
Format
Paperback
Dimensions
21.6 x 14.0 x 1.0 cm
Weight
0.23 kg.
ISBN13
9781645604020

Asami O Anyanya Nataka (ଆସାମୀ ଓ ଅନ୍ୟାନ୍ୟ ନାଟ&#28 (in Oriya)

Gourahari Das (Author) · Black Eagle Books · Paperback

Asami O Anyanya Nataka (ଆସାମୀ ଓ ଅନ୍ୟାନ୍ୟ ନାଟ&#28 (in Oriya) - Das, Gourahari

Physical Book

$ 11.79

$ 14.00

You save: $ 2.21

16% discount
  • Condition: New
It will be shipped from our warehouse between Thursday, May 30 and Friday, May 31.
You will receive it anywhere in United States between 1 and 3 business days after shipment.

Synopsis "Asami O Anyanya Nataka (ଆସାମୀ ଓ ଅନ୍ୟାନ୍ୟ ନାଟ&#28 (in Oriya)"

'ଆସାମୀ ଓ ଅନ୍ୟାନ୍ୟ ନାଟକ'ରେ ଯେଉଁ ତିନିଟି ନାଟକ ସଂକଳିତ ହୋଇଛି ସେଗୁଡ଼ିକ ହେଲା 'ଆସାମୀ', 'ନୂଆ ଠିକଣା' ଏବଂ 'ମାୟା' । ଏ ନାଟକଗୁଡ଼ିକ ୨୦୧୬ ଓ ୨୦୧୭ରେ ଯଥାକ୍ରମେ ଉତ୍ତରପୁରୁଷ, ନାଟ୍ୟଚେତନା ଓ ଶତାବ୍ଦୀର କଳାକାର ଦ୍ୱାରା ପ୍ରଥମେ ମଞ୍ଚସ୍ଥ ହୋଇଥିଲା ।ନାଟକ ସଂପର୍କରେ ନାଟକ 'ଆସାମୀ', ନୋଟ୍ ଓ ଭୋଟ୍]ର ରାଜନୀତି ଭିତରେ ଛନ୍ଦି ପଡ଼ିଥିବା, ମାଟି ଓ ଭାଟିର ବିଷଚକ୍ରରୁ ମୁକୁଳି ପାରୁ ନ ଥିବା ଗୋଟେ ସାଧାରଣ ପରିବାରର କାହାଣୀ; ଯେଉଁ ପରିବାର କେବଳ ଚାହୁଁଥଲା, ଦିନରେ ଦୁଇଓଳି ଭାତ, ରାତିରେ ଦି ପହଡ଼ ମିଠା ନିଦ ଏବଂ ଗୋଟେ ଗେଲବସରିଆ ଘରକରଣା । କିନ୍ତୁ ମଝିବାଟରେ ନିଶାପାଣି ଭଳି ଅପଦେବତାର ବିଷବୃଷ୍ଟି ଜାଳିପୋଡ଼ି ଛାରଖାର କରିଦିଏ ସେମାନଙ୍କର ସ୍ୱପ୍ନ । ସମୟକ୍ରମେ ନିଶାସକ୍ତ ମଣିଷ ବୁଝିପାରେ - ଯୋଉ ନିଶାପାଣିକୁ ସେ ଅମୃତ ଭାବି ଦିନେ ଓଠ ପାଖରେ ଧରିଥିଲା, ସେଇ ନିଶାପାଣି ହଳାହଳ ବିଷ ହେଇ ତାର ସୁନା ସଂସାରକୁ ଚୂନା କରିଚି । ମାତ୍ର ସେତେବେଳକୁ ଅନେକ ବିଳମ୍ବ ହୋଇଯାଇଥାଏ । ନିଜର ସ୍ୱପ୍ନ ଓ ସମ୍ଭାବନାଠାରୁ ସେ ଚାଲିଯାଇଥାଏ ଅପହଞ୍ଚ ଦୂରତାକୁ ।ମାଟି, ଭାଟି, ନୋଟ୍ ଓ ଭୋଟ୍]ର ମୁନାଫାଖୋର ପଞ୍ଝା, ନାରୀ ମାଉଁସ ଲୋଭୀ କପଟୀମାନଙ୍କର ଭୋକ ଏବଂ ଠିକାଦାରୀ ଶାସନ ବ୍ୟବସ୍ଥାର ଶିକାର ହୁଏ ଏଇ ସାଧାରଣ ମଣିଷ । କ୍ରମେ ସାଧାରଣ ମଣିଷଟି ପରିଣତ ହୁଏ ସଇତାନ୍]ରେ । ନିରପରାଧ ନାଗରିକଟି ରୂପାନ୍ତରିତ ହୁଏ ଅପରାଧୀରେ । ତା ମଥାରେ ମାରିଦିଆଯାଏ

Customers reviews

More customer reviews
  • 0% (0)
  • 0% (0)
  • 0% (0)
  • 0% (0)
  • 0% (0)

Frequently Asked Questions about the Book

All books in our catalog are Original.
The book is written in Oriya .
The binding of this edition is Paperback.

Questions and Answers about the Book

Do you have a question about the book? Login to be able to add your own question.

Opinions about Bookdelivery

More customer reviews